ମାଥିଉ 26:22 - ପବିତ୍ର ବାଇବଲ22 ଏହା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?” Viz kapitolaପବିତ୍ର ବାଇବଲ (Re-edited) - (BSI)22 ସେଥିରେ ସେମାନେ ଅତ୍ୟ; ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୋ ସେ କଅଣ ମୁଁ? Viz kapitolaଓଡିଆ ବାଇବେଲ22 ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କ'ଣ ମୁଁ ? Viz kapitolaପବିତ୍ର ବାଇବଲ (CL) NT (BSI)22 ଶିଷ୍ୟମାନେ ବଡ଼ ବ୍ୟଥିତ ହୋଇ ଜଣକ ପରେ ଜଣେ ଯୀଶୁଙ୍କୁ ପଚାରିଲେ, “ଆପଣ ନିଶ୍ଚୟ ମୋତେ ଲକ୍ଷ୍ୟ କରି କହି ନାହାନ୍ତି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କଅଣ ମୁଁ? Viz kapitola |