ମାଥିଉ 25:46 - ପବିତ୍ର ବାଇବଲ46 “ତା'ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।” Viz kapitolaପବିତ୍ର ବାଇବଲ (Re-edited) - (BSI)46 ଆଉ, ଏମାନେ ଅନ; ଶାସ୍ତି, କିନ୍ତୁ ଧାର୍ମିକମାନେ ଅନ; ଜୀବନ ଭୋଗ କରିବାକୁ ଯିବେ। Viz kapitolaଓଡିଆ ବାଇବେଲ46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ । Viz kapitolaପବିତ୍ର ବାଇବଲ (CL) NT (BSI)46 ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।” Viz kapitola |