ମାଥିଉ 25:36 - ପବିତ୍ର ବାଇବଲ36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’ Viz kapitolaପବିତ୍ର ବାଇବଲ (Re-edited) - (BSI)36 ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ପୀଡ଼ିତ ଥିଲି, ମୋତେ ସଂଖୋଳିଲ; କାରାଗାରରେ ଥିଲି, ମୋʼ ନିକଟକୁ ଆସିଲ। Viz kapitolaଓଡିଆ ବାଇବେଲ36 ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । Viz kapitolaପବିତ୍ର ବାଇବଲ (CL) NT (BSI)36 ମୁଁ ଉଲଗ୍ନ ଥିଲି, ମୋତେ ବସ୍ତ୍ର ପିନ୍ଧାଇଛ। ମୁଁ ଅସୁସ୍ଥ ଥିଲି, ମୋର ଯତ୍ନ ନେଇଛ। ମୁଁ ବନ୍ଦୀଶାଳାରେ ଥିଲି, ମୋତେ ସଙ୍ଖୁଳିବାକୁ ଆସିଛ।’ Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ। Viz kapitola |