ମାଥିଉ 25:28 - ପବିତ୍ର ବାଇବଲ28 “ତା'ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ। Viz kapitolaପବିତ୍ର ବାଇବଲ (Re-edited) - (BSI)28 ଅତଏବ, ଏହାଠାରୁ ଏହି ତୋଡ଼ା ଘେନିଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ। Viz kapitolaଓଡିଆ ବାଇବେଲ28 ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ । Viz kapitolaପବିତ୍ର ବାଇବଲ (CL) NT (BSI)28 ଏହା କହି ମାଲିକ ଆଦେଶ ଦେଲେ, ‘ଏହି ଭୃତ୍ୟ ହାତରୁ ଏହି ଟଙ୍କା କାଢ଼ିନେଇ ଯାହା ହାତରେ ଦଶ ହଜାର ଅଛି, ତାକୁ ଦେଇଦିଅ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ‘ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ। Viz kapitola |