ମାଥିଉ 25:10 - ପବିତ୍ର ବାଇବଲ10 “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ଵାର ବନ୍ଦ କରାଗଲା। Viz kapitolaଓଡିଆ ବାଇବେଲ10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ 'ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । Viz kapitolaପବିତ୍ର ବାଇବଲ (CL) NT (BSI)10 ତେଣୁ ବୁଦ୍ଧିହୀନା କୁମାରୀମାନେ ତେଲ କିଣିବାକୁ ବାହାରିଲେ। ସେମାନେ ଚାଲିଯିବା ପରେ ବର ଆସି ପହଞ୍ଚିଲେ। ପ୍ରସ୍ତୁତ ଥିବା ପାଞ୍ଚଜଣ କୁମାରୀ ତାଙ୍କ ସହିତ ବିବାହ ଭୋଜିକୁ ଯିବା ପରେ ଦ୍ୱାର ବନ୍ଦ ହୋଇଗଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା। Viz kapitola |