Online Bible

- Reklamy -




ମାଥିଉ 23:20 - ପବିତ୍ର ବାଇବଲ

20 “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

20 ଅତଏବ, ଯେଉଁ ଲୋକ ଯଜ୍ଞବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ;

Viz kapitola kopírovat

ଓଡିଆ ବାଇବେଲ

20 ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

20 ଅତଏବ କେହି ବେଦୀ ନାମରେ ଶପଥ କଲେ, ସେ ବେଦୀ ଓ ତାହା ଉପରେ ଥିବା ସକଳ ନୈବେଦ୍ୟ ସାମଗ୍ରୀ ନାମରେ ଶପଥ କରେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ;

Viz kapitola kopírovat




ମାଥିଉ 23:20

Následuj nás:

Reklamy


Reklamy