ମାଥିଉ 23:17 - ପବିତ୍ର ବାଇବଲ17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼। Viz kapitolaପବିତ୍ର ବାଇବଲ (Re-edited) - (BSI)17 ରେ ମୂଢ଼ ଓ ଅନ୍ଧମାନେ, ସ୍ଵର୍ଣ୍ଣ କିମ୍ଵା ସେହି ସ୍ଵର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ? Viz kapitolaଓଡିଆ ବାଇବେଲ17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କ'ଣ ଶ୍ରେଷ୍ଠ ? Viz kapitolaପବିତ୍ର ବାଇବଲ (CL) NT (BSI)17 ଆରେ ଅନ୍ଧ ନିର୍ବୋଧମାନେ, ସ୍ୱର୍ଣ୍ଣ ବଡ଼ ନା ସ୍ୱର୍ଣ୍ଣକୁ ପବିତ୍ର କରୁଥିବା ମନ୍ଦିର ବଡ଼? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କଅଣ ଶ୍ରେଷ୍ଠ? Viz kapitola |