ମାଥିଉ 22:5 - ପବିତ୍ର ବାଇବଲ5 “ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)5 କିନ୍ତୁ ସେମାନେ ତାହା ଲଘୁଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟବ୍ୟବସାୟକୁ ଚାଲିଗଲେ, Viz kapitolaଓଡିଆ ବାଇବେଲ5 କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, Viz kapitolaପବିତ୍ର ବାଇବଲ (CL) NT (BSI)5 କିନ୍ତୁ ନିମନ୍ତ୍ରିତ ବ୍ୟକ୍ତିମାନେ ଏ କଥାକୁ ଭ୍ରୂକ୍ଷେପ ନ କରି ନିଜ ନିଜ କାର୍ଯ୍ୟ କରିବାରେ ଲାଗିଲେ - ଜଣେ ତା’ର କ୍ଷେତକୁ ଗଲା, ଆଉ ଜଣେ ଦୋକାନକୁ ଗଲା ଓ Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, Viz kapitola |