ମାଥିଉ 22:36 - ପବିତ୍ର ବାଇବଲ36 ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?” Viz kapitolaପବିତ୍ର ବାଇବଲ (Re-edited) - (BSI)36 ହେ ଗୁରୁ, ବ୍ୟବସ୍ଥା ମଧ୍ୟରେ କିପ୍ରକାର ଆଜ୍ଞା ଶ୍ରେଷ୍ଠ? Viz kapitolaଓଡିଆ ବାଇବେଲ36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ ? Viz kapitolaପବିତ୍ର ବାଇବଲ (CL) NT (BSI)36 “ଗୁରୁ, ଆମ ଧର୍ମଶାସ୍ତ୍ର ବ୍ୟବସ୍ଥାରେ କେଉଁ ଆଜ୍ଞାଟି ସବୁଠାରୁ ଶ୍ରେଷ୍ଠ?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ? Viz kapitola |