ମାଥିଉ 22:10 - ପବିତ୍ର ବାଇବଲ10 ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)10 ସେଥିରେ ସେହି ଦାସମାନେ ରାଜଦାଣ୍ତଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକଙ୍କ ଦେଖା ପାଇଲେ, ସେସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ଅଭ୍ୟାଗତ ଲୋକଙ୍କ ଦ୍ଵାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। Viz kapitolaଓଡିଆ ବାଇବେଲ10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା । Viz kapitolaପବିତ୍ର ବାଇବଲ (CL) NT (BSI)10 ତେଣୁ ଚାକରମାନେ ସାହିକୁ ସାହି ବୁଲି ଭଲ ହେଉ, ମନ୍ଦ ହେଉ; ଯେତେ ଲୋକଙ୍କୁ ପାଇଲେ, ସମସ୍ତଙ୍କୁ ଡ଼ାକି ଆଣିଲେ ଏବଂ ବିବାହ ଗୃହଟି ଲୋକାରଣ୍ୟ ହେଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା। Viz kapitola |