Online Bible

- Reklamy -




ମାଥିଉ 21:14 - ପବିତ୍ର ବାଇବଲ

14 ମନ୍ଦିରରେ କେତେକ ଅନ୍ଧ ଓ କେତେକ ଛୋଟା ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ଛାମୁକୁ ଆସନ୍ତେ, ସେ ସେମାନଙ୍କୁ ସୁସ୍ଥ କଲେ।

Viz kapitola kopírovat

ଓଡିଆ ବାଇବେଲ

14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

14 ଯୀଶୁ ମନ୍ଦିରରେ ଥିବା ବେଳେ ଅନ୍ଧ ଓ ବିକଳାଙ୍ଗମାନେ ତାଙ୍କ ନିକଟକୁ ଆସିଲେ ଓ ଯୀଶୁ ସେମାନଙ୍କୁ ସୁସ୍ଥ କଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ।

Viz kapitola kopírovat




ମାଥିଉ 21:14

Následuj nás:

Reklamy


Reklamy