ମାଥିଉ 21:10 - ପବିତ୍ର ବାଇବଲ10 ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?” Viz kapitolaପବିତ୍ର ବାଇବଲ (Re-edited) - (BSI)10 ଆଉ, ସେ ଯିରୂଶାଲମରେ ପ୍ରବେଶ କରନ୍ତେ, ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା। Viz kapitolaଓଡିଆ ବାଇବେଲ10 ଆଉ ସେ ଯିରୂଶାଲମରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା । Viz kapitolaପବିତ୍ର ବାଇବଲ (CL) NT (BSI)10 ଯୀଶୁ ଯିରୂଶାଲମରେ ପହଞ୍ôଚବାକ୍ଷଣି ସେଠାରେ ଚହଳ ପଡ଼ିଗଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଆଉ ସେ ଯିରୂଶାଲମ ସହରରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା। Viz kapitola |