ମାଥିଉ 20:14 - ପବିତ୍ର ବାଇବଲ14 ଯାହା ତୁମ୍ଭର ପ୍ରାପ୍ୟ ତାହା ନେଇ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦେଇଛି, ଶେଷରେ ଆସିଥିବା ଶ୍ରମିକକୁ ସେତିକି ଲେଖାଏଁ ଦେବାକୁ ଗ୍ଭହୁଁଛି। Viz kapitolaପବିତ୍ର ବାଇବଲ (Re-edited) - (BSI)14 ତୋର ଯାହା, ତାହା ଘେନି ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା। Viz kapitolaଓଡିଆ ବାଇବେଲ14 ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ ପରି ଦେବା ପାଇଁ ମୋହର ଇଚ୍ଛା । Viz kapitolaପବିତ୍ର ବାଇବଲ (CL) NT (BSI)14 ତୁମର ସେହି ମଜୁରୀ ନେଇ ଘରକୁ ଯାଅ। ତୁମକୁ ଯାହା ଦେଇଛି, ଘଣ୍ଟାଏ କାମ କରିଥିବା ଲୋକଟିକୁ ସେତିକି ଦେବା ପାଇଁ ମୋର ଇଚ୍ଛା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା। Viz kapitola |