ମାଥିଉ 19:26 - ପବିତ୍ର ବାଇବଲ26 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।” Viz kapitolaପବିତ୍ର ବାଇବଲ (Re-edited) - (BSI)26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ଵରଙ୍କର ସମସ୍ତ ସାଧ୍ୟ। Viz kapitolaଓଡିଆ ବାଇବେଲ26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ । Viz kapitolaପବିତ୍ର ବାଇବଲ (CL) NT (BSI)26 ଯୀଶୁ ସେମାନଙ୍କ ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ମନୁଷ୍ୟ ପକ୍ଷରେ ଏହା ଅସମ୍ଭବ ହୋଇପାରେ, କିନ୍ତୁ ଈଶ୍ୱରଙ୍କ ପକ୍ଷରେ ସବୁକିଛି ସମ୍ଭବ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ବରଙ୍କର ସମସ୍ତ ସାଧ୍ୟ।” Viz kapitola |