ମାଥିଉ 18:33 - ପବିତ୍ର ବାଇବଲ33 ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’ Viz kapitolaପବିତ୍ର ବାଇବଲ (Re-edited) - (BSI)33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ ଦୟା କରିବା କି ତୋର କର୍ତ୍ତବ୍ୟ ନ ଥିଲା? Viz kapitolaଓଡିଆ ବାଇବେଲ33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା ? Viz kapitolaପବିତ୍ର ବାଇବଲ (CL) NT (BSI)33 ମୁଁ ଯେପରି ତୋ’ ପ୍ରତି ଦୟା ଦେଖାଇଲି, ତୋର ସହକର୍ମୀକୁ ମଧ୍ୟ ସେପରି ଦୟା କରିବା ତୋର ଉଚିତ୍ ଥିଲା।’ Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?’ Viz kapitola |