ମାଥିଉ 15:3 - ପବିତ୍ର ବାଇବଲ3 ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? Viz kapitolaପବିତ୍ର ବାଇବଲ (Re-edited) - (BSI)3 ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ଵରଙ୍କ ଆଜ୍ଞା ଲଙ୍ଘନ କର? Viz kapitolaଓଡିଆ ବାଇବେଲ3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଅମାନ୍ୟ କର ? Viz kapitolaପବିତ୍ର ବାଇବଲ (CL) NT (BSI)3 ଯୀଶୁ ଉତ୍ତର ସେଲେ, “ତୁମ୍ଭମାନେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଘଂନ କରି ନିଜ ଶିକ୍ଷା ଅନୁସାରେ କାର୍ଯ୍ୟ କରୁଛ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର? Viz kapitola |