Online Bible

- Reklamy -




ମାଥିଉ 15:21 - ପବିତ୍ର ବାଇବଲ

21 ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

21 ଯୀଶୁ ସେହି ସ୍ଥାନରୁ ଅନ୍ତର ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ପ୍ରସ୍ଥାନ କଲେ।

Viz kapitola kopírovat

ଓଡିଆ ବାଇବେଲ

21 ଯୀଶୁ ସେଇ ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

21 ଯୀଶୁ ସେହି ସ୍ଥାନ ଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଯୀଶୁ ସେହି ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।

Viz kapitola kopírovat




ମାଥିଉ 15:21

Následuj nás:

Reklamy


Reklamy