Online Bible

- Reklamy -




ମାଥିଉ 14:5 - ପବିତ୍ର ବାଇବଲ

5 ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

5 ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ।

Viz kapitola kopírovat

ଓଡିଆ ବାଇବେଲ

5 ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

5 ସେଥିପାଇଁ ହେରୋଦ ଯୋହନଙ୍କୁ ହତ୍ୟା କରିବାକୁ ଚାହୁଁଥଲେ, କିନ୍ତୁ ଇହୁଦୀ ଲୋକମାନଙ୍କୁ ସେ ଭୟ କରୁଥିଲେ। କାରଣ ସେମାନେ ଯୋହନଙ୍କୁ ଜଣେ ଭାବବାଦୀ ବୋଲି ମାନ କରୁଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ, ସେ ତାହାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।

Viz kapitola kopírovat




ମାଥିଉ 14:5

Následuj nás:

Reklamy


Reklamy