ମାଥିଉ 14:31 - ପବିତ୍ର ବାଇବଲ31 ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦେହ କଲ?” Viz kapitolaପବିତ୍ର ବାଇବଲ (Re-edited) - (BSI)31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାଙ୍କୁ ଧରି କହିଲେ, ହେ ଅଳ୍ପବିଶ୍ଵାସୀ, କାହିଁକି ସନ୍ଦେହ କଲ? Viz kapitolaଓଡିଆ ବାଇବେଲ31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ ? Viz kapitolaପବିତ୍ର ବାଇବଲ (CL) NT (BSI)31 ହଠାତ୍ ଯୀଶୁ ହତ ବଢ଼ଶଇ ପିତକୁ ଧରି କହିଲେ, “କେଡ଼େ ଅଳ୍ପବିଶ୍ୱାସୀ ତୁମେ! ସନ୍ଦେହ କଲ କାହିଁକି?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, “ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ?” Viz kapitola |