ମାଥିଉ 14:12 - ପବିତ୍ର ବାଇବଲ12 ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା'ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)12 ସେଥିରେ ତାଙ୍କ ଶିଷ୍ୟମାନେ ଆସି ଶବ ଘେନିଯାଇ ତାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ। Viz kapitolaଓଡିଆ ବାଇବେଲ12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ । Viz kapitolaପବିତ୍ର ବାଇବଲ (CL) NT (BSI)12 ତା’ ପରେ ଯୋହନଙ୍କ ଶିଷ୍ୟମାନେ ଆସି କବର ଦେବା ପାଇଁ ତାଙ୍କ ମୃତ ଶରୀରକୁ ନେଇ ଗଲେ। ସେମାନେ ଯାଇ ଯୀଶୁଙ୍କୁ ଏହି ଦୁଃସମ୍ବାଦ ଜଣାଇଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ। Viz kapitola |