Online Bible

- Reklamy -




ମାଥିଉ 14:11 - ପବିତ୍ର ବାଇବଲ

11 ତା'ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା'ର ମା ହେରୋଦିଆଙ୍କ ପାଖକୁ ନେଇଗଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି ସେ ଆପଣା ମାଆ ନିକଟକୁ ତାହା ଘେନିଗଲା।

Viz kapitola kopírovat

ଓଡିଆ ବାଇବେଲ

11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଁ ନିକଟକୁ ତାହା ନେଇଗଲା ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

11 ଥାଳୀରେ ତାଙ୍କ ମୁଣ୍ଟଟିକୁ ରଖି ସେହି ଝିଅଟିକୁ ଦିଆଗଲା। ସେ ତାଙ୍କୁ ନେଇ ତା’ ମାଆକୁ ଦେଲା।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଆ ନିକଟକୁ ତାହା ନେଇଗଲା।

Viz kapitola kopírovat




ମାଥିଉ 14:11

Následuj nás:

Reklamy


Reklamy