ମାଥିଉ 13:46 - ପବିତ୍ର ବାଇବଲ46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା'ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା। Viz kapitolaଓଡିଆ ବାଇବେଲ46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା । Viz kapitolaପବିତ୍ର ବାଇବଲ (CL) NT (BSI)46 ଗୋଟିଏ ଅତି ମୂଲ୍ୟବାନ ମୁକ୍ତର ସଦ୍ଧାନ ପାଇ ସେ ତା’ର ସମୟ ସମ୍ପତ୍ତି ବିକ୍ରୀ କରିଦେଇ ତାକୁ କିଣିଲା। ସ୍ୱର୍ଗରାଜ୍ୟ ସେହି ମୁକ୍ତା ପରି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା।” Viz kapitola |