ମାଥିଉ 12:48 - ପବିତ୍ର ବାଇବଲ48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?” Viz kapitolaପବିତ୍ର ବାଇବଲ (Re-edited) - (BSI)48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା, ତାହାକୁ ଯୀଶୁ ଉତ୍ତର ଦେଲେ, ମୋହର ମା କିଏ? ଆଉ, ମୋହର ଭାଇମାନେ କିଏ? Viz kapitolaଓଡିଆ ବାଇବେଲ48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, ମୋହର ମାଁ କିଏ ? ଆଉ, ମୋହର ଭାଇମାନେ କିଏ ? Viz kapitolaପବିତ୍ର ବାଇବଲ (CL) NT (BSI)48 ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ ଓ କିଏ ମୋର ଭାଇ?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, “ମୋହର ମାଆ କିଏ? ଆଉ, ମୋହର ଭାଇମାନେ କିଏ?” Viz kapitola |