ମାଥିଉ 12:12 - ପବିତ୍ର ବାଇବଲ12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେଣୁ ମୋଶାଙ୍କ ବ୍ୟବସ୍ଥା ବିଶ୍ରାମ ଦିବସରେ ଭଲ କାମ କରିବାକୁ ଅନୁମତି ଦେଇଥାଏ।” Viz kapitolaପବିତ୍ର ବାଇବଲ (Re-edited) - (BSI)12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ। Viz kapitolaଓଡିଆ ବାଇବେଲ12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ । ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ । Viz kapitolaପବିତ୍ର ବାଇବଲ (CL) NT (BSI)12 ଜଣେ ମନୁଷ୍ୟର ମୂଲ୍ୟ ଗୋଟିଏ ମେଣ୍ଢାର ମୂଲ୍ୟ ଅପେକ୍ଷା ଢ଼େର ବେଶୀ। ଅତଏବ ବିଶ୍ରାମବାରରେ ଅନ୍ୟକୁ ସାହାଯ୍ୟ କରିବା ଆମ ଶସ୍ତ୍ରସମ୍ମତ କାର୍ଯ୍ୟ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ। Viz kapitola |