ମାଥିଉ 1:12 - ପବିତ୍ର ବାଇବଲ12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ: ଯିକନିୟ ଶଲ୍ଟୀୟେଲଙ୍କ ବାପା। ଶଲ୍ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା। Viz kapitolaପବିତ୍ର ବାଇବଲ (Re-edited) - (BSI)12 ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ ଜିରୁବାବିଲଙ୍କୁ ଜନ୍ମ ଦେଲେ, Viz kapitolaଓଡିଆ ବାଇବେଲ12 ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, Viz kapitolaପବିତ୍ର ବାଇବଲ (CL) NT (BSI)12 ଯିଖନିୟଙ୍କ ପୁତ୍ର ଶଅଲ୍ଥୀୟେଲ ବାବିଲୋନରେ ଜନ୍ମ ହେଲେ। ଶଅଲ୍ଥୀୟେଲଙ୍କ ପୁତ୍ର ଜିରୁବାବେଲ; Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, Viz kapitola |