ଲୂକ ଲିଖିତ ସୁସମାଚାର 9:50 - ପବିତ୍ର ବାଇବଲ50 ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, “ତାକୁ ମନା କର ନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷରେ ନାହାନ୍ତି, ସେହିଁ ତୁମ୍ଭ ସପକ୍ଷର ଲୋକ।” Viz kapitolaପବିତ୍ର ବାଇବଲ (Re-edited) - (BSI)50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ। Viz kapitolaଓଡିଆ ବାଇବେଲ50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ । Viz kapitolaପବିତ୍ର ବାଇବଲ (CL) NT (BSI)50 ଯୀଶୁ ତାଙ୍କୁ ଓ ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ତାକୁ ବାରଣ କରିବାକୁ ଚେଷ୍ଟା କର ନାହିଁ, କାରଣ ଯେ ତୁମର ବିପକ୍ଷ ନୁହେଁ, ସେ ତୁମର ସପକ୍ଷ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।” Viz kapitola |