Online Bible

- Reklamy -




ଲୂକ ଲିଖିତ ସୁସମାଚାର 9:38 - ପବିତ୍ର ବାଇବଲ

38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚ ସ୍ଵରରେ କହିଲା, ହେ ଗୁରୁ, ମୁଁ ଆପଣଙ୍କୁ ନିବେଦନ କରୁଅଛି, ମୋʼ ପୁଅ ପ୍ରତି କୃପାଦୃଷ୍ଟି କରନ୍ତୁ, କାରଣ ସେ ମୋର ଗୋଟିଏ ବୋଲି ପିଲା;

Viz kapitola kopírovat

ଓଡିଆ ବାଇବେଲ

38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

38 ଜନତା ମଧ୍ୟରୁ ଜଣେ ଚିକ୍ରାର କରି କହିଲା, “ଗୁରୁ! ଦୟାକରି ମୋର ଏହି ଏକମାତ୍ର ପୁଅକୁ ଦେଖନ୍ତୁ!

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;

Viz kapitola kopírovat




ଲୂକ ଲିଖିତ ସୁସମାଚାର 9:38

Následuj nás:

Reklamy


Reklamy