ଲୂକ ଲିଖିତ ସୁସମାଚାର 9:25 - ପବିତ୍ର ବାଇବଲ25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? Viz kapitolaପବିତ୍ର ବାଇବଲ (Re-edited) - (BSI)25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ? Viz kapitolaଓଡିଆ ବାଇବେଲ25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ ? Viz kapitolaପବିତ୍ର ବାଇବଲ (CL) NT (BSI)25 ଯଦି ଜଣେ ଲୋକ ସମଗ୍ର ଜଗତ ଲାଭ କରେ, କିନ୍ତୁ ନିଜେ ହିଜିଯାଏ ଅବା ବିନଷ୍ଟ ହୁଏ, ତେବେ ତା’ର କି ଲାଭ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ? Viz kapitola |