ଲୂକ ଲିଖିତ ସୁସମାଚାର 6:30 - ପବିତ୍ର ବାଇବଲ30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)30 ଯେକେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ, ଯେ ତୁମ୍ଭର ସମ୍ପତ୍ତି ଘେନିଯାଏ, ତାହାଠାରୁ ତାହା ପୁର୍ନବାର ଦାବୀ କର ନାହିଁ। Viz kapitolaଓଡିଆ ବାଇବେଲ30 ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ । Viz kapitolaପବିତ୍ର ବାଇବଲ (CL) NT (BSI)30 ଯେ କେହି ତୁମକୁ ମାଗେ, ତାକୁ ଦିଅ, ଆଉ ଯଦି କେହି ତୁମର କୌଣସି ପଦାର୍ଥ ନେଇଯାଏ, ତେବେ ତାହା ଫେରସ୍ତ ମାଗ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ। Viz kapitola |