ଲୂକ ଲିଖିତ ସୁସମାଚାର 6:2 - ପବିତ୍ର ବାଇବଲ2 କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?” Viz kapitolaପବିତ୍ର ବାଇବଲ (Re-edited) - (BSI)2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭେମାନେ କାହିଁକି କରୁଅଛ? Viz kapitolaଓଡିଆ ବାଇବେଲ2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାରରେ ଯାହା କରିବା ନିୟମ ନାହିଁ, ତାହା ତୁମ୍ଭେମାନେ କାହିଁକି କରୁଅଛ ? Viz kapitolaପବିତ୍ର ବାଇବଲ (CL) NT (BSI)2 କେତେଜଣ ଫାରୁଶୀ ପଚାରିଲେ, “ବ୍ୟବସ୍ଥା ଅନୁଯାୟୀ ବିଶ୍ରାମବାର ଦିନ ତୁମ୍ଭମାନଙ୍କର ଯେଉଁସବୁ କାମ କରିବା ଅନୁଚିତ, ତୁମ୍ଭେମାନେ କାହିଁକି ତାହା କରୁଛ?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନାହିଁ, ତାହା ତୁମ୍ଭେମାନେ କାହିଁକି କରୁଅଛ? Viz kapitola |