ଲୂକ ଲିଖିତ ସୁସମାଚାର 5:23 - ପବିତ୍ର ବାଇବଲ23 କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’ Viz kapitolaପବିତ୍ର ବାଇବଲ (Re-edited) - (BSI)23 କଅଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା? Viz kapitolaଓଡିଆ ବାଇବେଲ23 କ'ଣ ସହଜ ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା ? Viz kapitolaପବିତ୍ର ବାଇବଲ (CL) NT (BSI)23 ‘ତୁମର ପାପସବୁ କ୍ଷମା ହୋଇଛି’ ବୋଲି କହିବା ସହଜ ନା, ‘ଉଠି ଚାଲ’ ବୋଲି କହିବା ସହଜ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା,’ ବା, ‘ଉଠ, ଚାଲ ବୋଲି କହିବା?’ Viz kapitola |