ଲୂକ ଲିଖିତ ସୁସମାଚାର 23:52 - ପବିତ୍ର ବାଇବଲ52 ଯୋଷେଫ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀରକୁ ମାଗିଲେ। ପୀଲାତ ଯୋଷେଫ ସେଥିପାଇଁ ଅନୁମତି ଦେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)52 ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ, Viz kapitolaଓଡିଆ ବାଇବେଲ52 ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ, Viz kapitolaପବିତ୍ର ବାଇବଲ (CL) NT (BSI)52 ସେ ପିଲାତଙ୍କ ସମ୍ମୁଖକୁ ଯାଇ ଯୀଶୁଙ୍କର ମୃତ ଶରୀର ମାଗିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT52 ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ, Viz kapitola |