ଲୂକ ଲିଖିତ ସୁସମାଚାର 23:37 - ପବିତ୍ର ବାଇବଲ37 ସୈନ୍ୟମାନେ କହିଲେ, “ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତେବେ ନିଜକୁ ରକ୍ଷା କର।” Viz kapitolaପବିତ୍ର ବାଇବଲ (Re-edited) - (BSI)37 ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର। Viz kapitolaଓଡିଆ ବାଇବେଲ37 ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର । Viz kapitolaପବିତ୍ର ବାଇବଲ (CL) NT (BSI)37 “ତୁମେ ଯଦି ଇହୁଦୀମାନଙ୍କ ରାଜା, ତେବେ ନିଜକୁ ରକ୍ଷା କର।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT37 ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର। Viz kapitola |