ଲୂକ ଲିଖିତ ସୁସମାଚାର 22:49 - ପବିତ୍ର ବାଇବଲ49 ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେଠାରେ ଠିଆ ହୋଇଥିଲେ। ଯାହା ଘଟୁଥିଲା, ସେମାନେ ସେ ସବୁ ଦେଖୁଥିଲେ, ସେମାନେ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭେ କ’ଣ ଆମ୍ଭର ଖଣ୍ଡାର ପ୍ରୟୋଗ କରିବୁ?” Viz kapitolaପବିତ୍ର ବାଇବଲ (Re-edited) - (BSI)49 ଏଥିରେ କଅଣ ଘଟିବ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୋ, ଆମ୍ଭେମାନେ କʼଣ ଖଡ଼୍ଗରେ ଆଘାତ କରିବା? Viz kapitolaଓଡିଆ ବାଇବେଲ49 ଏଥିରେ କ'ଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କ'ଣ ଖଡ଼୍ଗରେ ଆଘାତ କରିବା ? Viz kapitolaପବିତ୍ର ବାଇବଲ (CL) NT (BSI)49 ଯାହା ଘଟିବାକୁ ଯାଉଛି, ତାହା ଦେଖି ଯୀଶୁଙ୍କ ସହିତ ଥିବା ଶିଷ୍ୟମାନେ ପଚାରିଲେ, “ପ୍ରଭୁ, ଆମେ କ’ଣ ଖଣ୍ଡା ବାହାର କରିବା?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା? Viz kapitola |