ଲୂକ ଲିଖିତ ସୁସମାଚାର 22:31 - ପବିତ୍ର ବାଇବଲ31 “କୃଷକ ତା'ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ, Viz kapitolaପବିତ୍ର ବାଇବଲ (Re-edited) - (BSI)31 ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; Viz kapitolaଓଡିଆ ବାଇବେଲ31 ଶିମୋନ, ଶିମୋନ,ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; Viz kapitolaପବିତ୍ର ବାଇବଲ (CL) NT (BSI)31 “ଶିମୋନ, ଶିମୋନ, ଶୁଣ - ଗହମକୁ ଚାଲୁଣିରେ ଚଳାଇବା ପରି ଶୟତାନ ତୁମ୍ଭମାନଙ୍କୁ ବିଚଳିତ କରିବା ପାଇଁ ଅନୁମତି ପାଇଛି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 “ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; Viz kapitola |