ଲୂକ ଲିଖିତ ସୁସମାଚାର 2:13 - ପବିତ୍ର ବାଇବଲ13 ସେହି ସମୟରେ ସ୍ୱର୍ଗରୁ ବହୁସଂଖ୍ୟାରେ ସ୍ୱର୍ଗଦୂତମାନେ ଆସି ସେହି ସ୍ୱର୍ଗଦୂତଙ୍କ ସହିତ ଯୋଗ ଦେଲେ। ସମସ୍ତ ସ୍ୱର୍ଗଦୂତ ଏହିପରି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ: Viz kapitolaପବିତ୍ର ବାଇବଲ (Re-edited) - (BSI)13 ପୁଣି, ଅକସ୍ମାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ଵର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହୋଇ ଈଶ୍ଵରଙ୍କ ସ୍ତବଗାନ କରୁ କରୁ କହିଲେ, Viz kapitolaଓଡିଆ ବାଇବେଲ13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ, Viz kapitolaପବିତ୍ର ବାଇବଲ (CL) NT (BSI)13 ହଠାତ୍ ସ୍ୱର୍ଗର ଅସଂଖ୍ୟ ଦୂତବାହିନୀ ସେହି ଦୂତଙ୍କ ସହିତ ଆବିର୍ଭୂତ ହୋଇ ଈଶ୍ୱରଙ୍କ ପ୍ରଶଂସା କରି ଗାୟନ କଲେ: Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ, Viz kapitola |