ଲୂକ ଲିଖିତ ସୁସମାଚାର 19:32 - ପବିତ୍ର ବାଇବଲ32 ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)32 ସେଥିରେ ପ୍ରେରିତ ଲୋକେ ପ୍ରସ୍ଥାନ କରି, ସେ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ। Viz kapitolaଓଡିଆ ବାଇବେଲ32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ । Viz kapitolaପବିତ୍ର ବାଇବଲ (CL) NT (BSI)32 ସେମାନେ ଯାଇ ଯୀଶୁ କହିବା ଅନୁସାରେ ସବୁ ବିଷୟ ଦେଖିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ। Viz kapitola |