Online Bible

- Reklamy -




ଲୂକ ଲିଖିତ ସୁସମାଚାର 19:20 - ପବିତ୍ର ବାଇବଲ

20 “ତା'ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

20 ଆଉ ଜଣେ ଆସି କହିଲା, ପ୍ରଭୋ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖିଦେଇଥିଲି;

Viz kapitola kopírovat

ଓଡିଆ ବାଇବେଲ

20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

20 “ଆଉ ଜଣେ ଦାସ ଆସି କହିଲା, ‘ମହାଶୟ, ଆପଣଙ୍କ ସ୍ୱର୍ଣ୍ଣ ମୁଦ୍ରା ଏଠାରେ ଅଛି; ମୁଁ ତାକୁ ଲୁଗାରେ ଗୁଡ଼ାଇ ଲୁଚାଇ ରଖିଥିଲି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;

Viz kapitola kopírovat




ଲୂକ ଲିଖିତ ସୁସମାଚାର 19:20

Následuj nás:

Reklamy


Reklamy