ଲୂକ ଲିଖିତ ସୁସମାଚାର 18:28 - ପବିତ୍ର ବାଇବଲ28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।” Viz kapitolaପବିତ୍ର ବାଇବଲ (Re-edited) - (BSI)28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ଆପଣା ଆପଣାର ସର୍ବସ୍ଵ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ। Viz kapitolaଓଡିଆ ବାଇବେଲ28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ । Viz kapitolaପବିତ୍ର ବାଇବଲ (CL) NT (BSI)28 ତା’ପରେ ପିତର କହିଲେ, “ଦେଖନ୍ତୁ! ଆମେ ଆପଣଙ୍କର ଅନୁଗମନ କରିବା ପାଇଁ ଘର ଦ୍ୱାର ପରିତ୍ୟାଗ କରିଛୁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ। Viz kapitola |