ଲୂକ ଲିଖିତ ସୁସମାଚାର 18:27 - ପବିତ୍ର ବାଇବଲ27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।” Viz kapitolaପବିତ୍ର ବାଇବଲ (Re-edited) - (BSI)27 କିନ୍ତୁ ସେ କହିଲେ, ଯାହା ମନୁଷ୍ୟର ଅସାଧ୍ୟ, ତାହା ଈଶ୍ଵରଙ୍କର ସାଧ୍ୟ। Viz kapitolaଓଡିଆ ବାଇବେଲ27 କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ । Viz kapitolaପବିତ୍ର ବାଇବଲ (CL) NT (BSI)27 ଯୀଶୁ ଉତ୍ତର ଦେଲେ, “ମନୁଷ୍ୟ ପକ୍ଷରେ ଯାହା ଅସମ୍ଭବ, ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 କିନ୍ତୁ ସେ କହିଲେ, “ଯାହା ମଣିଷର ଅସମ୍ଭବ, ତାହା ଈଶ୍ବରଙ୍କର ସମ୍ଭବ।” Viz kapitola |