ଲୂକ ଲିଖିତ ସୁସମାଚାର 18:21 - ପବିତ୍ର ବାଇବଲ21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।” Viz kapitolaପବିତ୍ର ବାଇବଲ (Re-edited) - (BSI)21 ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି। Viz kapitolaଓଡିଆ ବାଇବେଲ21 ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି । Viz kapitolaପବିତ୍ର ବାଇବଲ (CL) NT (BSI)21 ଲୋକଟି ଉତ୍ତର ଦେଲା, “ମୁଁ ଯୌବନାବସ୍ଥାରୁ ଏ ସମସ୍ତ ଆଜ୍ଞା ପାଳନ କରି ଆସିଛି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି। Viz kapitola |