Online Bible

- Reklamy -




ଲୂକ ଲିଖିତ ସୁସମାଚାର 17:28 - ପବିତ୍ର ବାଇବଲ

28 “ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

28 ଲୋଟଙ୍କ ସମୟରେ ମଧ୍ୟ ସେହିପ୍ରକାର ଘଟିଥିଲା, ଲୋକେ ଭୋଜନପାନ, କ୍ରୟବିକ୍ରୟ, ବୃକ୍ଷରୋପଣ ଓ ଗୃହନିର୍ମାଣ କରିବାରେ ପ୍ରବୃତ୍ତ ଥିଲେ,

Viz kapitola kopírovat

ଓଡିଆ ବାଇବେଲ

28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗେଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

28 ଲୋଟଙ୍କ ସମୟରେ ଯେପରି ଘଟିଥିଲା, ସେପରି ଘଟିବ। ସେତେବେଳେ ଲୋକେ ଭୋଜନ ପାନ, କିଣାବିକା, ବୃକ୍ଷ ରୋପଣ ଓ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,

Viz kapitola kopírovat




ଲୂକ ଲିଖିତ ସୁସମାଚାର 17:28

Následuj nás:

Reklamy


Reklamy