Online Bible

- Reklamy -




ଲୂକ ଲିଖିତ ସୁସମାଚାର 16:5 - ପବିତ୍ର ବାଇବଲ

5 “ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନେଇଥିବା ପ୍ରତ୍ୟେକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଗ୍ଭରିଲେ, ‘ମୋ’ ମାଲିକଙ୍କୁ ତୁମ୍ଭର କେତେ ଦେବାକୁ ଅଛି?’

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭ ଉପରେ ମୋʼ ପ୍ରଭୁଙ୍କର କେତେ ପାଉଣା? ସେ କହିଲା, ଶହେ ମହଣ ତେଲ।

Viz kapitola kopírovat

ଓଡିଆ ବାଇବେଲ

5 ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଛ ? ସେ କହିଲା, ଶହେ ମହଣ ତେଲ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

5 “ଯେଉଁମାନେ ଘର ମାଲିକଙ୍କଠାରୁ ଋଣ ନେଇଥିଲେ, ସେମାନଙ୍କୁ ସେ ଡ଼ାକି ପ୍ରଥମ ଜଣକୁ କହିଲା, ‘ତୁ ମୋର ମାଲିକଙ୍କଠାରୁ କେତେ ଧାର କରିଛୁ?’

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଅଛ? ସେ କହିଲା, ଶହେ ମହଣ ତୈଳ।

Viz kapitola kopírovat




ଲୂକ ଲିଖିତ ସୁସମାଚାର 16:5

Následuj nás:

Reklamy


Reklamy