ଲୂକ ଲିଖିତ ସୁସମାଚାର 15:28 - ପବିତ୍ର ବାଇବଲ28 “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)28 ସେଥିରେ ସେ ରାଗିଯାଇ ଭିତରକୁ ଯିବା ପାଇଁ ମଙ୍ଗିଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ। Viz kapitolaଓଡିଆ ବାଇବେଲ28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ । Viz kapitolaପବିତ୍ର ବାଇବଲ (CL) NT (BSI)28 “ବଡ଼ ପୁଅ ଅତିଶୟ ରାଗିଯାଇ ଘର ଭିତରକୁ ଗଲା ନାହିଁ, ବାପା ଆସି ଘର ଭିତରକୁ ଯିବା ପାଇଁ ତାକୁ ଅନୁରୋଧ କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ। Viz kapitola |