ଲୂକ ଲିଖିତ ସୁସମାଚାର 14:22 - ପବିତ୍ର ବାଇବଲ22 “ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’ Viz kapitolaପବିତ୍ର ବାଇବଲ (Re-edited) - (BSI)22 ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଜ୍ଞାନୁସାରେ କରାଯାଇଛି, ତଥାପି ଆହୁରି ସ୍ଥାନ ଅଛି। Viz kapitolaଓଡିଆ ବାଇବେଲ22 ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି । Viz kapitolaପବିତ୍ର ବାଇବଲ (CL) NT (BSI)22 ଚାକରଟି ଫେରିଆସି କହିଲା, ‘ଆଜ୍ଞା, ଆପଣଙ୍କ ଆଦେଶ ଅନୁସାରେ ସବୁ କାର୍ଯ୍ୟ ହୋଇଛି, କିନ୍ତୁ ଆହୁରି ଅନେକଙ୍କ ପାଇଁ ସ୍ଥାନ ବଳିଛି।’ Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି। Viz kapitola |