ଲୂକ ଲିଖିତ ସୁସମାଚାର 13:8 - ପବିତ୍ର ବାଇବଲ8 କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। Viz kapitolaପବିତ୍ର ବାଇବଲ (Re-edited) - (BSI)8 ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ପ୍ରଭୋ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, Viz kapitolaଓଡିଆ ବାଇବେଲ8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, Viz kapitolaପବିତ୍ର ବାଇବଲ (CL) NT (BSI)8 କିନ୍ତୁ ମାଳୀ ଉତ୍ତର ଦେଲା, ‘ମହାଶୟ, ଆଉ ମାତ୍ର ଗୋଟିଏ ବର୍ଷ ଏହାକୁ ଛାଡ଼ି ଦିଅନ୍ତୁ; ମୁଁ ଏହାର ଚାରିପାଖ ଖୋଳି ଖତ ଦେବି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, Viz kapitola |