ଲୂକ ଲିଖିତ ସୁସମାଚାର 12:55 - ପବିତ୍ର ବାଇବଲ55 ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭେମାନେ କୁହ, ‘ଗରମ ହେବ।’ ତା'ପରେ ତାହା ହିଁ ହୁଏ। Viz kapitolaପବିତ୍ର ବାଇବଲ (Re-edited) - (BSI)55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି ତାହା ଘଟେ। Viz kapitolaଓଡିଆ ବାଇବେଲ55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ । Viz kapitolaପବିତ୍ର ବାଇବଲ (CL) NT (BSI)55 ଆଉ ଯେତେବେଳେ ତୁମ୍ଭେମାନେ ଦକ୍ଷିଣା ପବନ ବହିବା ଅନୁଭବ କର, କହିଥାଅ ଯେ ବହୁତ ଗରମ ହେବ - ଏବଂ ସେହିପରି ହୁଏ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ। Viz kapitola |