ଲୂକ ଲିଖିତ ସୁସମାଚାର 12:49 - ପବିତ୍ର ବାଇବଲ49 ଯୀଶୁ କହି ଗ୍ଭଲିଲେ, “ମୁଁ ଏ ପୃଥିବୀରେ ନିଆଁ ଜଳେଇବାକୁ ଆସିଛି। ମୁଁ ଗ୍ଭହୁଁଛି ଏହା ଆଗରୁ ଜଳୁଥା’ନ୍ତା। Viz kapitolaପବିତ୍ର ବାଇବଲ (Re-edited) - (BSI)49 ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସିଅଛି, ଆଉ ତାହା ଯଦି ପ୍ରଜ୍ଵଳିତ ହେଲାଣି, ତାହାହେଲେ ମୋର ଆଉ କଅଣ ବାଞ୍ଛା?।। Viz kapitolaଓଡିଆ ବାଇବେଲ49 ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କ'ଣ ବାଞ୍ଛା ? Viz kapitolaପବିତ୍ର ବାଇବଲ (CL) NT (BSI)49 “ମୁଁ ପୃଥିବୀରେ ନିଆଁ ଲଗାଇବାକୁ ଆସିଛି ଏବଂ ମୋର ଇଚ୍ଛା ଶୀଘ୍ର ନିଆଁ ଜଳି ଉଠୁ! Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 “ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା? Viz kapitola |