ଲୂକ ଲିଖିତ ସୁସମାଚାର 12:35 - ପବିତ୍ର ବାଇବଲ35 “କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡ଼ିକ ଜଳେଇ ରଖ। Viz kapitolaପବିତ୍ର ବାଇବଲ (Re-edited) - (BSI)35 ତୁମ୍ଭମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ; Viz kapitolaଓଡିଆ ବାଇବେଲ35 ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ; Viz kapitolaପବିତ୍ର ବାଇବଲ (CL) NT (BSI)35-36 “ବିବାହ ଉତ୍ସବରୁ ମାଲିକଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିବା ଦାସମାନଙ୍କ ପରି ତୁମେ ପ୍ରଦୀପ ଜାଳି ଓ ଅଣ୍ଟା ଭିଡ଼ି ପ୍ରସ୍ତୁତ ରୁହ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 “ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ; Viz kapitola |