ଲୂକ ଲିଖିତ ସୁସମାଚାର 12:28 - ପବିତ୍ର ବାଇବଲ28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା'ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ? Viz kapitolaପବିତ୍ର ବାଇବଲ (Re-edited) - (BSI)28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲ୍ଲୀରେ ପକାଯାଏ, ତାହାକୁ ଯେବେ ଈଶ୍ଵର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ-ବିଶ୍ଵାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ ! Viz kapitolaଓଡିଆ ବାଇବେଲ28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ ! Viz kapitolaପବିତ୍ର ବାଇବଲ (CL) NT (BSI)28 ଯେଉଁ ଘାସ ଆଜି ଅଛି, ଆସନ୍ତା କାଲି ଶୁଖିଯାଏ ଓ ଚୁଲିରେ ପୋଡ଼ା ହୁଏ, ଈଶ୍ୱର ହିଁ ବଣର ସେହି ଘାସକୁ ବସ୍ତ୍ର ପିନ୍ଧାନ୍ତି। ସେ କ’ଣ ତୁମ୍ଭମାନଙ୍କୁ ନିଶ୍ଚିତଭାବେ ବସ୍ତ୍ର ପିନ୍ଧାଇବେ ନାହିଁ? ତୁମ୍ଭମାନଙ୍କର ବିଶ୍ୱାସ କେଡ଼େ କ୍ଷୀଣ! Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ! Viz kapitola |